ମୁମ୍ବାଇ()ବଲିଉଡର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁହି ଚାୱଲା।ଲଭ ଷ୍ଟୋରୀରୁ ଆରମ୍ଭ କରି କମେଡି ଯାଏଁ ଜୁହି ସବୁ ଭୂମିକାରେ ନିଜର ବେଷ୍ଟ ଦିଅନ୍ତି।

ଜୁହି ଚାୱଲା ଜୟ ମେହତାଙ୍କୁ ବିବାହ କରିଛନ୍ତି। ଜୁହି ଓ ଜୟଙ୍କ ବୟସରେ ଲମ୍ବା ବ୍ୟବଧାନ ରହିଛି । ଜୟ ମେହତା ନିଜ ପତ୍ନୀ ଜୁହିଙ୍କ ତୁଳନାରେ ଅଦିକ ବୁଢା ଦେଖାଯାଆନ୍ତି। ଜୁହି ୫୨ ବୟୟସରେ ମଧ୍ୟ ବହୁତ ସୁନ୍ଦର ଲାଗନ୍ତି।

ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ କ୍ୟାରିଅରର ଶୀର୍ଷରେ ଥିବାବେଲେ ଅଚାନକ ନିଜଠାରୁ ଯଥେଷ୍ଟ ବଡ ଜୟ ମେହତାଙ୍କୁ ବିବାହ କରିବା ନିଷ୍ପତ୍ତି ନେଇଥିଲେ ।

ବଲିଉଡରେ ଚାଲିଥିବା ଆଲୋଚନା ଅନୁସାରେ ଜୁହି ଟଙ୍କା ପାଇଁ ନିଜଠାରୁ ବଡ ଯୁବକଙ୍କୁ ବିବାହ କରିଥିଲେ । ସେତେବେଳେ ଜୟ ମେହେତା ଙ୍କ ନାଁ ନାମିଦାମି ବ୍ୟବସାୟୀଙ୍କ ମଧ୍ୟରେ ଗଣାଯାଉଥିଲା ।
