ଭୁବନେଶ୍ବର : ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ଜଡିତ ରାଉଣ୍ଡ ଟେବୁଲ୍ ଇଣ୍ଡିଆର (ଆର୍ ଟି ଆଇ) ପକ୍ଷରୁ ଦେଶବ୍ୟାପୀ ଆର୍ ଟାଇପ ସପ୍ତାହ ପାଳନ ହୋଇଯାଇଛି । ରାଉଣ୍ଡ ଟେବୁଲ୍ ସଦସ୍ୟ ତଥା ଟାବଲର ଏବଂ ସେମାନଙ୍କ ପତ୍ନୀ ତଥା ସର୍କଲରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହାର ଅଂଶଵିଶେଷ ଭାବେ ଗତ ସୋମବାର ଭୁବନେଶ୍ୱର ରାଉଣ୍ଡ ଟେବୁଲ୍ ୫୩ ଏବଂ ଵିଏଲସି ୧୨ର ଟାବଲରମାନେ ୧୨୦ଜଣେ ମୂକ ବଧିର ସ୍କୁଲ ପିଲାଙ୍କୁ ଭୁବନେଶ୍ବର ଡମଣାରେ ଥିବା ମ୍ୟାକ୍ସ ଫ୍ୟାସନ ଷ୍ଟୋରରେ ସଫି କରିଥିଲେ
