Odia News Portal

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣିଟ୍ଟ 

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ ହୋଇଥାଏ। ଫଳରେ ଡାଇବେଟିସ୍‌ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତସଞ୍ଚାଳନକୁ ନିୟନ୍ତ୍ରିତ କରିବା ସହ ହାର୍ଟଆଟାକ୍‌ରୁ ଦୂରେଇ ରଖେ।
ଏହାକୁ ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। ଏଥିରେ ଭିଟାମିନ୍‌-ସି ଓ ଭିଟାମିନ୍‌-କେ ଥାଏ। ଏହା କ୍ୟାନସର ଆଶଙ୍କା ମଧ୍ୟ ଦୂର କରିଥାଏ ବୋଲି ଆୟୁର୍ବେଦରେ ଦର୍ଶାଯାଇଛି।