ମୁମ୍ୱାଇ () ମରାଠୀ ଅଭିନେତ୍ରୀ ସାରା ଶ୍ରବଣଙ୍କୁ ପୁଲିସ କ୍ରମାଇବ୍ରାଞ୍ଚ ମୁମ୍ୱାଇରୁ ଗିରଫ କରିଛି । ଶ୍ରବଣଙ୍କ ବିରୋଧରେ ତାଙ୍କ ସାଥୀ ଅଭିନେତା ୧୫ଲକ୍ଷ ଟଙ୍କା ହଡ଼ପ କରିଥିବାର ଅଭିଯୋଗ କରିଛନ୍ତି। ପୁଣେ ପୋଲିସ୍ ମଧ୍ୟ ସାରାଙ୍କୁ ଏହି ମାମଲାରେ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ଅଭିନେତ୍ରୀଙ୍କ ଉପରେ ୧୫ ଲକ୍ଷ ଟଙ୍କା ଜବରଦସ୍ତି ଆଦାୟ କରିବା ଅଭିଯୋଗରେ ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

ପୋଲିସର କହିବା ଅନୁସାରେ ସାରା ଅଭିନେତା ସୁଭାଷ ଯାଦବଙ୍କ କାମ କରିଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ତାଙ୍କ ବିରୋଧରେ ଅସଦାଚରଣ ମାଲା ରୁଜୁ କରିଥିଲେ।
