ମୁମ୍ବାଇ() ଅଭିନେତ୍ରୀ ଉର୍ବଶୀ ରୌତେଲା ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ଋଷଭ ପନ୍ଥଙ୍କ ସହ ଡେଟିଂ କରୁଛନ୍ତି। ନିକଟରେ ଉର୍ବଶୀ ଓ ଋଷଭଙ୍କୁ ଜୁହୁର ଏଷ୍ଟେଲାରେ ରାତି ୧୧ଟା ବେଳେ ଦେଖିବାକୁ ମିଳିଥିଲା।

କୁହାଯାଉଛି ଯେ, ଦୁହେଁ ଡିନର ଡେଟରେ ଥିଲେ। ଲୋକମାନେ ଏହି କଥାକୁ ନେଇ ଅଧିକ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି ଯେ, ଓ୍ବେଷଇଣ୍ଡିଜ ସହିତ ଫାଇନାଲ ମ୍ୟାଚ ପୂର୍ବରୁ ଦୁହିଁକୁ ଏକାଠି ଦେଖିବାକୁ ମିଳିଲା।

