Odia News Portal

ପିଡିଏସ୍‌ ଚାଉଳ ଜବତ ଘଟଣା, ୪ ଆରପିଏଫ୍‌ ଅଧିକାରୀ ନିଲମ୍ବିତ

ଝାରସୁଗୁଡ଼ା: ଚାଉଳ ଚୋର ଘଟଣାରେ ୪ ଜଣ ଆରପିଏଫ୍‌ ଅଧିକାରୀ ନିଲମ୍ବିତ । ଝାରସୁଗୁଡ଼ା ରାମ ମନ୍ଦିର ପାଖ ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଘଟଣାରେ ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।