Odia News Portal

ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା

ପୁରୀ: ପୁରୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌. ଭି ରମନ୍ନା । ତାଙ୍କ ସହ ଅଛନ୍ତି 5-T ସଚିବ ଭି.କେ ପାଣ୍ଡିଆନ୍‌ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ।

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ସହ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ନେଇ ଆଲୋଚନା କରିଛନ୍ତି ।