ବାଲିଗୁଡା : ସବୁ ମା’ ବାପା ମାନେ ଚାହାନ୍ତି ପୁଅଟେ ହେଉ, ଆଉ ମଲାବେଳେ କାନ୍ଧରେ ମଶାଣୀକୁ ନେଉ। କିନ୍ତୁ ଦୁନିଆରେ ଆଉ ନାହିଁ ମାନବିକତା। ପୁଅ ଭୁଲିଗଲା ସମ୍ପର୍କର ଡୋରି। ଯେଉଁ ମା ଜନ୍ମ ଦେଇଛି ଭୁଲିଗଲା ତାର ସ୍ନେହ ପ୍ରେମକୁ ଆଉ ନିଜ କ୍ରୋଧ ଆଗରେ ହାର ମାନି ମାରିଦେଲା ଜନ୍ମକଲା ମା’କୁ।
ଆଉ ନୃଶଂସ ପୁଅ କରିବସିଲା ଅମାନୁଷିକ କାଣ୍ଡ । ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ପୁଅ ।
