ଭୁବନେଶ୍ୱର : ମା ବିରଜାଙ୍କ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ଯୋଗୁ ଏହି ପଦକ୍ଷେପକୁ ଯାଜପୁରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି
ଆଜି ଏହି ପରିପ୍ରେକ୍ଷୀରେ ଭବ ପ୍ରସାଦ ଦାସ, ସନ୍ତୋଷ ମଲ୍ଲିକ ଓ ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ଯାଜପୁରର ଶହ ଶହ ଜନସାଧାରଣ ନବୀନ ନିବାସ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି
