Odia News Portal

ମଝି ଚିଲିକାରେ ଅଟକିଲା ଡ଼ଙ୍ଗା

ପୁରୀ/ସାତପଡ଼ା : ଚିଲିକାରେ ଥୁବା ଜନହିଁକୁଦା ଘାଟରୁ ସାତପଡ଼ା ଅଭିମୁଖେ ଯାତ୍ରୀ ବାହି ଡ଼ଙ୍ଗା ବାହାରିଥିଲା। ମଝି ଚିଲିକାର ମହିଯା ନିକଟରେ ଡଙ୍ଗାଟିର ଯାନ୍ତ୍ରିକ ତ୍ରୁଟି ହେତୁ ଅଟକି ରହିଥିଲା।
ମିଳିଥିବା ସୂଚନା ମୁତାବକ, ସେ ଥିରେ ୨୦ରୁ ଉର୍ଷ ବାଇକ ଓ ୭୦ଜଣ ଯାତ୍ରୀ ଥୁଲେ। ସବୁଠାରୁ ଉଦବେଗର କଥା ସେଥୁରେ ୩୦ ଜଣ +୨ ଛାତ୍ର ଛାତ୍ରୀ ଥିଲେ। ସେମାନେ ପରୀକ୍ଷା ପାଇଁ କଲେଜ ଯାଉଥିଲେ ଖବର ପାଇ ସେଠାରେ ଅନ୍ୟ ଏକ ଡ଼ଙ୍ଗା ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ଅନ୍ୟ ଡ଼ଙ୍ଗା ସାହାଯ୍ୟରେ ଫସି ରହିଥିବ ଡଙ୍ଗାକୁ କୂଳକୁ ଅଣାଯାଇଥିଲା ଏପରି ଡଙ୍ଗାରେ ଆବଶ୍ୟକତା ଠାରୁ ଅଧୁକ ଯାତ୍ରୀ ନେବା ଫଳରେ ଏପରି ଦୁର୍ଘଟଣା ଘଟୁଛି।