ପୁରୀ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନରେ ଦେଶ ବାସୀଙ୍କୁ ନିର୍ଭୟାକୁ ମୁଳିଲା ନ୍ୟାୟା ବାର୍ତା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଏହି ସ୍ୟାଣ୍ଡ ଆନିମେସନର ନିର୍ମାଣ କରୁବା ପାଇଁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ଏଥି ସହିତ ଏହି ସ୍ୟାଣ୍ଡ ଆନିମେସନ କୁ ପୁରୀ ବାସୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଐତିହାସିକ ଦିନ ବୋଲି ଲେଖିଛନ୍ତି।
