ଭୁବନେଶ୍ୱର : ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ । ନବୀନ କହିଛନ୍ତି, ଆମେ ସାବଧାନ ରହିଲେ କରୋନା ଆସି ପାରିବନି । ବାହାରକୁ ନଯିବାକୁ ବ୍ୟକ୍ତିଗତ ଶପଥ ପାଇଁ ଅପିଲ୍ । ‘କରୋନା ଭାଇରସ୍କୁ ଘରେ ପଶିବାକୁ ଦେବା ନାହିଁ । ବାହାରୁ ଫେରିଲେ ୨୦ ସେକେଣ୍ଡ ହାତସଫା କରନ୍ତୁ । ତାପରେ ଘରେ ପ୍ରବେଶ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁରୋଧ ରକ୍ଷା କରନ୍ତୁ, ଘରେ ରହି ପରିବାର ବଞ୍ଚାନ୍ତୁ ।
