Odia News Portal

୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ଦେଲେ ଅନୁଭବ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରପଡା ଜିଲ୍ଲା ପାଇଁ ୭୫ ଲକ୍ଷର ଟଙ୍କା ଖର୍ଚ୍ଚ ହେବ । ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ  ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି ।