ପୁରୀ : ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦେଶରେ କରୋନା ପାଇଁ ୨୧ ଦିନ ଲକଡାଉନ କରିଛନ୍ତି । ଜରୁରୀ ସେବା ଯୋଗାଉଥିବା ଜାନ ବାହାନ କି ପରୀ ସୁରୁଖୁରୁରେ ପରିଚାଳନା ହେବ ଓ ଏହାର ଯେଉଁ ପରୀ କିଛି ଅସୁବିଧା ହେବନାହିଁ। ତାହାକୁ ନଜରରେ ରଖି ପ୍ରତି ୧୦ କିଲୋମିଟରରେ ଗୋଟିଏ ଗ୍ୟାରେଜ ଜରୁରୀକାଳୀନ ସେବା ଯୋଗାଇ ଦେଉ ଥିବା ଜାନ ବାହନ କି ପରୀ ମରାମତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କର୍ମେ ପୁରୀ ଜିଲ୍ଲାକୁ ସଂଯୋଜଗ କରୁଥିବା ଜାତୀୟ ରାଜପଥରେ ଖୋଲିଲା ୩ଟା ଗ୍ୟାରେଜ।
