Odia News Portal

ରାଜମହଲ, ବାପୁଜୀନଗର ଅଞ୍ଚଳରେ ସାନିଟାଇଜେସନ

ଭୁବନେଶ୍ୱର : ବିଧାନସଭା ପରେ ବାପୁଜୀନଗର, ରାଜମହଲ ଏବଂ ଜନପଥ ଅଞ୍ଚଳରେ ସାନିଟାଇଜେସନ ଆରମ୍ଭ ହୋଇଛି । ଏଥିରେ ୪ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି ।

ବାପୁଜୀନଗରର ବିଭିନ୍ନ ଅଞ୍ଚଳରେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ସାନିଟାଇଜ କରାଯିବାର କାର୍ଯ୍ୟକ୍ରମ ରହିଛି ।