Odia News Portal

ଓଡିଶାର କରୋନା ମ୍ୟାପ୍ ନୂଆ ଜିଲ୍ଲା ସାମିଲ

ଭୁବନେଶ୍ବର : ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଗଞ୍ଜାମ ହୋଇଥିବା ଜିଲ୍ଲାର ସୂଚନା ମିଳିଛି। ଓଡିଶା ମ୍ୟାପରେ ନୂଆ ଜିଲ୍ଲା ସାମିଲ ହେଇଛି। ଏବେ ରାଜ୍ୟରେ ୧୬ଜିଲ୍ଳାକୁ କରୋନା ବ୍ୟାପିଛି।

ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି।