ଭୁବନେଶ୍ବର: ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ସାଇଟ୍ରୁ ସୂଚନା ଦିଆଯାଇଛି. କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍ଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଆଉ ୩ଜଣ ମୟୁରଭଞ୍ଜର।