କେନ୍ଦ୍ରାପଡ଼ା : ଯୁବୋଦୟ ସାମାଜିକ ସଂଗଠନ ତରଫରୁ କେନ୍ଦ୍ରପଡ଼ା ଜିଲ୍ଲା ଡେରାବିଶ ବକ୍ଲ ହରିଜନ ସାହି ଠାରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ,ସାବୁନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ବ୍ଲକ ସଂଯୋଜକ ଧନଞ୍ଜୟ ବିଶ୍ୱାଳ ଓ ସହ ସଂଯୋଜକ ବିଶ୍ଵଜିତ ପଲାଇଙ୍କ ନେତୃତ୍ୱରେ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅଚ୍ୟୁତାନନ୍ଦ ସ୍ବାଇଁ, ଚିରଞ୍ଜୀବ ନାୟକ, ସତ୍ୟରଞ୍ଜନ ସାହୁ, କିଶୋର ରାଉତ, ଜଗଦୀଶ ନାୟକ ଓ ରୁଦ୍ର ନାରାୟଣ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିଥିଲେ