ଖୋର୍ଦ୍ଧା : ଖୋର୍ଦ୍ଧା ପୋଲିସକୁ ସଫଳତା। ୧୬ ନମ୍ବର ଜାତୀୟ ରାଜପଥ ଖେର୍ଦ୍ଧା ନିକଟରୁ ପିଆଜ ଟ୍ରକରୁ ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଚଢାଉରେ ସମାଲି ହୋଇ ଟ୍ରାକକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ରରୁ ଆସିଥିବା ଏକ ପିଆଜ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିବାରୁ ଖବର ପାଇଁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର କର୍ମଚାରୀ ମାନେ ସଦଳବଳେ ଟ୍ରକୁ ଖୋର୍ଦ୍ଧା ନିକଟ ରାଜପଥରେ ଅଟକାଇଥିଲେ।
