ପୁରୀ : ବିଶ୍ଵ ମହାମାରୀ କରୋନା ପାଇଁ ପୁରୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଚାରିପଟ ପଡିଲା ତାଲା ପଡିଛି । ମିଳିଥିବା ସୂଚନା ମୁତାବକ ଜଣେ ମୋହରୀର ଓ ଆଇନଜୀବୀ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଡିଏସଆର କାର୍ଯ୍ୟାଳୟ ବନ୍ଦ କରାଯାଇଛି ।
ଜୁଡ଼ିସିଆଲ କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି କଣ୍ଟେନମେଣ୍ଟ ଜୋନ ହେଉଛି ହରିହର ଛକରୁ ଟାଉନହଲ ଯାଏଁ ଘୋଷଣା କରାଯାଇଛି ।