ପୁରୀ : ୧୯୮୧ ମସିହା ଜୁଲାଇ ୭ ତାରିଖରେ ସେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ଆଜି ଜନ୍ମଦିନ । ମହେନ୍ଦ୍ର ସିଂ ଧୋନି @୩୯ ବର୍ଷରେ ପଦାର୍ପଣ କରିଥିବାବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ସୁଟୁଛି ।
ପୁରୀରେ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ସ୍ୟାଣ୍ଡ ଆନିମେସନରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ଡ ଆନିମେସନ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।