Odia News Portal

ନଦୀ ପଠାରୁ ମୁଣ୍ଡ ବିହୀନ ଶବ ଉଦ୍ଦାର

ବଲାଙ୍ଗିର—ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲାର ଏକ ନଦୀ ପଠାରୁ ଗୋଟିଏ ମୁଣ୍ଡବିହୀନ ଶବ ମିଳିଛି । ଏହି ଶବଟି ସିନେ୍ଧକେଲାର ମିଥୁନ ରଣାଙ୍କର ବୋଲି ଜଣାପଡିଛି । ଗତ ୩ ଦିନ ହେଲା ସେ ନିଖୋଜ ଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି ।