Odia News Portal

ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର

ଚୌଦ୍ବାର : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଳକ ଗୁରୁତର । କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ଚଟିଲୋ ନିକଟରେ ଦୁର୍ଘଟଣା ।

ଭ୍ୟାନ୍‌ ମାଲ ବୋଝେଇ କରି ଛତିଆ ହରିପୁର ଯାଉଥିବା ବେଳେ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା । ଖବର ପାଇ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।