ଭୁବନେଶ୍ଵର : ରାକ୍ଷୀ ପୁର୍ଣ୍ଣିମାରେ ବଡ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟାକ ୧୧୧୯ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜି ରେକର୍ଡ ସଂଖ୍ୟକ ୧୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।
Recover your password.
A password will be e-mailed to you.

ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୫୪, ଖୋର୍ଦ୍ଧାର ୯୭, ଗଜପତିର ୮୩, ଯାଜପୁରର ୭୦, କେନ୍ଦୁଝରା ୫୭, କଟକର ୫୦, ବୌଦ୍ଧର ୪୦, ନୟାଗଡର ୩୭, ରାୟଗଡାର ୩୫, ପୁରୀର ୩୧, ବାଲେଶ୍ବର ୩୦, ମୟୂରଭଞ୍ଜର ୨୯, ଭଦ୍ରକର ୨୮, ଜଗତସିଂହପୁରର ୨୭, ଢେଙ୍କାନାଳର ୨୪, ସୁନ୍ଦରଗଡର ୨୨, କନ୍ଧମାଳର ୧୭, ବଲାଙ୍ଗିରର ୧୬, ସମ୍ବଲପୁରର ୧୬,ମାଲକାନଗିରିର ୧୫, ନବରଙ୍ଗପୁରର ୧୨, କେନ୍ଦ୍ରାପଡା ୧୧,ଅନୁଗୁଳର ୫, କୋରାପୁଟର ୫, ବରଗଡର ୪, ସୋନପୁରର ୩, ଝାରସୁଗୁଡାର ଜଣେ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୨୩୦୭୩ରେ। ଏତେ ସଂଖ୍ୟାର ସୁସ୍ଥଙ୍କ ପଛରେ ଆଗଧାଡିର କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକ୍ତ ସେବାକୁ ଶ୍ରେୟ ଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।
Recover your password.
A password will be e-mailed to you.