ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂା ଦାବିରେ ବଲାଙ୍ଗିରରେ ଚାଲୁଥିବା ଓକିଲ ଆନେ୍ଦାଳନ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଆନେ୍ଦାଳନ ଆଜି ଶେଷ ହେବାରେ ଥିଲା କିନ୍ତୁ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ କୌଣସି ତପôରତା ପ୍ରକାଶ ନପାଇବାରୁ ଆନେ୍ଦାଳନର ଅବଧି ଆଉ ୫ ଦିନ ପାଇଁ ବୃଦ୍ଧି କରାଯାଇଛି ବୋଲି କି୍ରୟାନୁÂାନ କମିଟି ପକ୍ଷରୁ ଘୋଷଣା କରାଯାଇଛି ।