Odia News Portal

ବୃଦ୍ଧା ମା’ କୁ ଜାଳିଦେଲା ପୁଅ

ମାଲକାନଗିରି: ବାର୍ଧ୍ୟକସମୟରେ ସାହାରା ହେବ , କୁଳ ଦୀପ ଭାବରେ ବଂଶକୁ ଆଲୋକିତ କରିବ , ବାବୁସାହାବ ବନି ସମାଜରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପିତାମାତାଙ୍କର ନାକରିବା ଏହିଭଳି କେତେଜଣ ସ୍ଵପ୍ନ ଦେଖିଥାନ୍ତି ପିତାମାତା । ହେଲେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମୋଟୁ ତହସିଲ malavaramଏମ ପି ଭି ୫୫, ରୁ ଏକ ଏଭଲି ଏକ ଚିତ୍ର ଆସିଛି ଯାହା ପଦାରେ ପକେଇଛି ସବୁ ସମ୍ପର୍କ କୁ।ଏକ ଲୋମ ହର୍ଷକ ଘଟଣା ଘଟିଛି ଯାହା ଜନ୍ମ କଲା ପୁଅ ବିଚ୍ ରାସ୍ତାରେ ଜାଳିଲା ମମତା ମୟି ମା କୁ। ପୁତ୍ର ସନ୍ତାନଟି ପାଇ ନିର୍ଜ୍ଯାତନର ଶିକାର ହୋଇ ଅତି ଦୟନିୟଭାବରେ ଜୀବନ କାଟ୍ ଥିଲେ ଏହି ବୃଦ୍ଧା ମା ଜନକ। ତାଙ୍କର ଏକଇର ବଳା ସୁପତ୍ର କୁପୂତ୍ର ହୋଇଯାଇ ମା ଙ୍କୁ ମାରି ଜାଳି ଦେଲା।

ଟିକେ ଭଲକରି ଦେଖନ୍ତୁ ଏହି ବିଚ୍ ରାସ୍ତାରେ ଜଳୁଥିବା ଶବ ଟିକୁ ।  ଶରୀର ସମ୍ପୂର୍ଣ ଭାବରେ ଜଳି ଗଲାଣି । ନିଜ ଜନ୍ମ କଲା ପୁଅ ର କୋପରୁ ବର୍ତୀ ନ ପାରି ଏଭଲି ଘଟଣା ର ହୋଇଛି ଶିକାର ମା।ପୁଅ ଜଳିଦେଲା ମାଆ କୁ । ଏମିତି ଏକ ଘଟଣା ଘଟିଛି mpv୫୫ଗ୍ରାମରେ । ପୁଅ ତାପସ ମଣ୍ଡଳ ମାଆ ଗୀତା ମଣ୍ଡଳକୁ ନିଆଁ ଲଗାଇ ରାସ୍ତା ମଝିରେ ପୋଡି ଦେଇଛିl ମୋଟୁ ଥାନା ଅଞ୍ଚଳର ଘଟଣା । ଏ ଘଟଣା ସାରା ଜିଲ୍ଲା ରେ ଏବେ ଏକ ଚର୍ଚା ର ବିସୟ ପାଲଟିଛି। କେଉଁ କାରଣରୁ ଓ କେଉଁ ପରିସ୍ଥିତିରେ ରେ ଏଭଳି ଘଟଣା ଘଟିଲା ତାହା ଏ ଯାଏ ସ୍ପଟ ହୋଇ ପାରି ନାହିଁ।