ନାମାଙ୍କନ କରିବା କଥା କୁ ମନା କଲେନି ରାଜେନ୍ଦ୍ର ଦାସ । ସସପେନ୍ସ ରଖିଲେ ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ । କାଲି ନାମାଙ୍କନ କରିବେ କି ପ୍ରଶ୍ନରେ ରାଜେନ୍ଦ୍ରଙ୍କ ଉତ୍ତର । ଲୋକଙ୍କ ପରାମର୍ଶ ନେଉଛି ବୋଲି କହିଲେ ରାଜେନ୍ଦ୍ର । ଲୋକଙ୍କ ପରାମର୍ଶ ନେଉଛି ଲୋକ ଯାହା କହିବେ ବୋଲି କହିଲେ ରାଜେନ୍ଦ୍ର । ରାଜେନ୍ଦ୍ର ସ୍ୱାଧୀନ ଭାବେ ଲଢିବା ନେଇ ଜୋର୍ ଧରିଛି ଚର୍ଚ୍ଚା । ପ୍ରାଥୀତ୍ୱକୁ ନେଇ ରାଜେନ୍ଦ୍ର ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଚାଲିଛି ।