Odia News Portal

ଇଡିରେ ତାଳଚେର ବିଧାୟକ

ଇଡିରେ ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ମନି ଲଣ୍ଡରିଂ ମାମଲାରେ ହାଜର ହୋଇଥିବା ସୂଚନା । ଖଣି କାରବାର ମାମଲାରେ ଇଡି ସମନ କରିଥିବା ଖବର ସାମ୍ନାକୁ ଆସିଛି ।