Odia News Portal

BSNL କୁ କେନ୍ଦ୍ର ସରକାରଙ୍କ ଭିଟାମିନ

ନୂଆଦିଲ୍ଲୀ() ଭରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଆଉ ବନ୍ଦ ହେବ ନାହିଁ । କିମ୍ବା ଏହାକୁ ଘରୋଇ କରଣ କରାଯିବ ନାହିଁ । ବିଏସଏନଏଲକୁ ବଂଚାଇ ରଖିବ । ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏଥିପାଇଁ ବିଏସଏନଏଲ ସହିତ ଏମଟିଏନଏଲର ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ ଦେଇଛନ୍ତି । ଏଥି ସହିତ ବିଏସଏନଏଲ ୪ଜି ସେବା ଆରମ୍ଭ କରିବାକୁ ମଧ୍ୟ ମଂଜୁରୀ ମିଳିଛି । କର୍ମଚାରୀ ମାନଙ୍କୁ ଭିଆରଏସ ଦେବା ଯୋଜନାକୁ କ୍ୟାବିନେଟ ମଂଜୁରୀ ଦେଇଛି ।