Odia News Portal

ସୁସ୍ଥ ରହିବା ପାଇଁ ଘରେ ଲଗାନ୍ତୁ ଗଛ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅନେକ ଲୋକ ଘର ଚାରିପଟେ ବିଭିନ୍ନ ପ୍ରକାର ଗଛ ଲଗାଇ ଥାଆନ୍ତି। ଏହା ଦ୍ୱାରା କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇ ନ ଥାଏ ବରଂ ଘରେ ରହୁଥିବା ଲୋକେ ସୁସ୍ଥ ରହି ଥାଆନ୍ତି ବୋଲି ନିକଟରେ ୟୁନିଭର୍ସିଟି ଅଫ୍‌ ଟେଲେସିରେ ହୋଇଥିବା ଗବେଷଣାରୁ ଜଣାପଡିଛି।

ଗବେଷକଙ୍କ ମତରେ ଜେନେଟିକ୍‌ ଇଞ୍ଜିନିୟରିଂ ମାଧ୍ୟମରେ ଯେଉଁସବୁ ଗଛକୁ ରୋପଣ କରାଯାଇଥାଏ ତାହାଦ୍ୱାରା ପରିବେଶ ସୁସ୍ଥ ରହିଥାଏ। ତେଣୁ ସୁସ୍ଥ ପରିବେଶରେ ଯେଉଁମାନେ ବି ରୁହନ୍ତି ସେମାନେ ସୁସ୍ଥ ରହିଥାଆନ୍ତି।