ଭୁବନେଶ୍ୱର: ଦୈନିକ ଏବଂ ସାପ୍ତହିକ ଖବର କାଗଜ ତଥା ଓଡ଼ିଶାର ଅଗ୍ରଣୀ ୱେବ ଚ୍ୟାନେଲ ଭାବେ ଘରେ ଘରେ ପରିଚିତ ଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ଆଜି କବିର public ସ୍କୁଲ ଓ iihm 2 ମଧ୍ୟରେ match ଅନୁଷ୍ଠିତ ହୋଇଥିଲା କବିର public ସ୍କୁଲ ବିଜୟ ହୋଇ ସେମି ଫାଇନାଲ ରେ ପ୍ରବେଶ କଲା ବିଜୁ ପଟ୍ଟନାୟକ ସ୍ପେର୍ଟ ଏକାଡେମୀ ଅଧୀନରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ଭାଗ ନେଇଛନ୍ତି । ପାଠ ପଢ଼ା ସହ ଖେଳକୁଦ ଛାତ୍ର ଛାତ୍ରୀଙ୍କ ନିହାତି ଆବଶ୍ୟକ । ଶାରିରୀକ ଫିଟନେଓ ଲାଗି କ୍ରୀଡ଼ା ନିତାନ୍ତ ଆବଶ୍ୟକ । ଏଭଳି ମହତ ଉଦ୍ଦେଶ୍ୟ ରଖି ଏହି ପ୍ରତିଯୋଗିତାର ଆୟୋଜନ କରିଛି ସ୍ୱାଧିକାର ନ୍ୟୁଜ୍ । ବିଜୁ ପଟନାୟକ ସ୍ପୋର୍ଟ୍ସ Academy ଉପ ଅଧକ୍ଷ ମହମ୍ମଦ ଆମିର କାର୍ଯକାରୀ Acedamy football ସଦସ୍ୟ ଅବଦୁଲ ମତିନ international Institute of Hospitality aand management ସମ୍ପାଦକ sk ଲିୟାକତ ଅଲି ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ବଦ୍ରିନାରାୟଣ ପାତ୍ର ମୁଖ୍ୟ ରେଫରୀ ଭାବେ ଖେଳକୁ ପରିଚାଳନା କରୁଥିବା ବେଳେ ଏସ.କେ ସଉକତ, ଆବୁ ଜାଲାଲ, ସେକ ଅବାସଙ୍କ ନେତୃତ୍ୱରେ ପରିଚାଳିତ ହେବ ।
Sign in
Sign in
Recover your password.
A password will be e-mailed to you.