ଭୁବନେଶ୍ୱର: ପ୍ରକାଶ ପାଇଲା +୩ କଟ୍ ଅଫ୍ ମାର୍କ । ମୋଟ୍ ୨ ଲକ୍ଷ ୪୪ ହଜାର ୨୫୨ ପିଲା ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି ୧ ଲକ୍ଷ ୬୮ ହଜାର୫୩୭ ଜଣ । ଭୁଗୋଳରେ ବିଜେବି କଲେଜ କଟ୍ ଅଫ୍ ମାର୍କ ରହିଛି ୯୫.୨୦ % । ସେହିଭଳି ପଦାର୍ଥ ବିଜ୍ଞାନରେ ବିଜେବି କଲେଜରେ କଟ୍ ଅଫ୍ ମାର୍କ ରହିଛି ୯୬.୪୦% । ପ୍ରାଣୀ ବିଜ୍ଞାନରେ ରହିଛି ୯୬.୪୦ % ।