Odia News Portal

ଚାଲିଛି ଓକିଲ ସଂଘର ଆନ୍ଦୋନଳ: ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

ଭୁବନେଶ୍ୱରରେ କୋର୍ଟ କାର୍ଯ୍ୟ ସଂପର୍ଣ୍ଣ ବନ୍ଦ । ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଓକିଲ ସଂଘର ଆନ୍ଦୋନଳ ଚାଲିଛି । ମାସର ଶେଷ ଶୁକ୍ରବାର ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି । କୋର୍ଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଗେଟ୍‌ରେ ତାଲା ପଡିଥିବାରୁ ବିଚାରପତିମାନେ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା।