Odia News Portal

ବୀରେନ୍ଦ୍ର ଲାକ୍ରାଙ୍କୁ ଡାକରା

ଭୁବନେଶ୍ୱର : ଏଫଆଇଏଚ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏନେଇ ଭାରତୀୟ ଦଳରେ ସାମିଲ ପାଇଁ ବୀରେନ୍ଦ୍ର ଲାକ୍ରାଙ୍କୁ ଡ଼କାଯାଇଛି । ବରୁନ କୁମାରଙ୍କ ବଦଳରେ ସ୍ଥାନ ପାଇଛନ୍ତି ବୀରେନ୍ଦ୍ର ଲାକ୍ରା ।

ବରୁନ କୁମାର ଆହତ ଥିବାରୁ ତାଙ୍କୁ ଦଳରୁ ବାଦ ପକାଯାଇଛି । । ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୧ଓ ୨ରେ କଳିଙ୍ଗ ଷ୍ଟାଡ଼ିଅମରେ ମ୍ୟାଚ ଖେଳାଯିବ ।