Odia News Portal

ପୁରୀରେ କରୋନା ସ୍ଥିତି ଅନୁଧ୍ୟାନ କଲେ ସୁବ୍ରତ ବାଗଚୀ

ପୁରୀ  : ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଦେଶରେ କରୋନା ପାଇଁ ୨୧ ଦିନ ଲକଡାଉନ କରିଛନ୍ତି  । ଜରୁରୀ ସେବା ଯୋଗାଉଥିବା ଜାନ ବାହାନ କି ପରୀ ସୁରୁଖୁରୁରେ ପରିଚାଳନା ହେବ ଓ ଏହାର ଯେଉଁ ପରୀ କିଛି ଅସୁବିଧା ହେବନାହିଁ। ତାହାକୁ ନଜରରେ ରଖି ପ୍ରତି ୧୦ କିଲୋମିଟରରେ ଗୋଟିଏ ଗ୍ୟାରେଜ ଜରୁରୀକାଳୀନ ସେବା ଯୋଗାଇ ଦେଉ ଥିବା ଜାନ ବାହନ କି ପରୀ ମରାମତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କର୍ମେ ପୁରୀ ଜିଲ୍ଲାକୁ ସଂଯୋଜଗ କରୁଥିବା ଜାତୀୟ ରାଜପଥରେ ଖୋଲିଲା ୩ଟା ଗ୍ୟାରେଜ।
ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳେଇଙ୍କ ସୂଚନା ମୁତାବକ, ପୁରୀ ଜିଲ୍ଲାରେ ତିନୋଟି ସ୍ଥାନରେ ଖୋଲିଛି ଗ୍ୟାରେଜ। ପ୍ରଥମଟି ହେଉଛି NH-316 ମା କାଳୀ ଢ଼ାବା,ତେଇଶପୁର ନିକଟରେ ମା କାଳୀ ଗ୍ୟାରେଜ, ଖୋଲିଛି। ଦୁତୀୟଟି ହେଉଛି ପିପିଲି ଟୋଲଗେଟ ନିକଟ କୃଷ୍ଣ ଚନ୍ଦ୍ର ମୋଟର ଗ୍ୟାରେଜ, ତୃତୀୟଟି ହେଉଛି ନିମାପଡ଼ା SH-13 ପେଟ୍ରୋଲ ପୁମ୍ପ ନିକଟରେ ମୋ ମୋଟୋର ଗ୍ୟାରେଜ ଖୋଲା ଯାଇଛି।