Odia News Portal

ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କଲେ ସାରଥି

କେନ୍ଦ୍ରାପଡ଼ା : ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥି ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ସାରଥି । ଆର୍ଥିକ ସ୍ଥିତି ଭଲ ନଥିବାରୁ ସର୍ତ୍ତ କୋହଳ ପାଇଁ ସାରଥି ଆବେଦନ କରିଛନ୍ତି ।