Odia News Portal

ପୁବୁ ସାହି ନିକଟରେ ବସ୍ ଓଲଟି ୩ମୃତ ଓ ୧୫ରୁ ଅଧିକ ଆହତ

ଭୁବନେଶ୍ୱର : ଖୋର୍ଦ୍ଧା ପୁବୁ ସାହି ନିକଟରେ ଏକ ଯାତ୍ରୀବାହି ବସ ଓଲଟି ପଡ଼ିଛି । ବସ ଓଲଟି ସେଥିରେ ୩ଜଣ ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଠାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନାରାୟଣୀ ବସ ଭୁବନେଶ୍ୱରରୁ କଳାପଥର ଯାଉଥିଲା ।