Odia News Portal

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ଦିଆଯାଇଛି ।

ମୋନା ଶର୍ମା– ଜଙ୍ଗଲ ଓ ପରିବେଶ ବିଭାଗ ସଚିବ
ସଞ୍ଜୀବ ଚୋପ୍ରା – ଗୃହ ବିଭାଗର ପ୍ରମୁଖ ସଚିବ
ବିଷ୍ଣୁପଦ ସେଠୀ– ଶକ୍ତି ସଚିବ
ଅରବିନ୍ଦ ଅଗ୍ରୱାଲ-ଜିଏ ଓ ପିଜି ଅତିରିକ୍ତ ଦାୟିତ୍ୱ
ଚିତ୍ରା ଅରୁମୁଗମ– ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ
ସୌରଭ ଗର୍ଗ –ଗ୍ରୀଡ଼କୋ ଓ ଓପିଟିସିଏଲର ସିଏମଡ଼ି ଦାୟିତ୍ୱ
ବିଶାଲ ଗଗନ– ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ
ହେମନ୍ତ ଶର୍ମା– ଶିଳ୍ପ ଓ ଏମଏସଏମଇ ସହ IPICOL ର ସିଏମଡ଼ି ଦାୟିତ୍ୱ