Odia News Portal

ବିଜୁ ଜୟନ୍ତୀ ଅବସରରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ପୋର୍ଟସ କ୍ଲବ ଠାରେ ଆଜି ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଉଦଘାଟିତ ହୋଇଯାଇଛି । ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜିଲ୍ଲା ସଂଯୋଜକ ରଞ୍ଜିତ ରଥ ଓ ବରିଷ୍ଠ ବିଜେଡ଼ି ନେତା ରଞ୍ଜନ ମିଶ୍ର ଯୋଗଦେଇଥିଲେ ।