Odia News Portal

ସାଇବର ଠକଙ୍କ କବଜାରେ ରାଜଧାନୀ

ଫେବୃଆରୀ ମାସରେ ରାଜଧାନୀରେ ସାଇବର ଠକମାନେ ୨୫୪ ଜଣଙ୍କୁ ଲୁଟିଛନ୍ତି । ଫୋନ କରି ଲୁଟ କରିଛନ୍ତି ସାଇବର ଲୁଟେରା । ୧ କୋଟି ୩୯ ଲକ୍ଷ ୬୦ ହଜାର ର ୪୭୯ ଟଙ୍କା ଲୁଟିଛନ୍ତି ସାଇବର ଠକ୍ । ଅଭିଯୋଗ ପରେ ଫେରସ୍ତ ହୋଇଛି ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା । ୧୨ ଲକ୍ଷ ୭୩ ହଜାର ୪୮୩ ଟଙ୍କା ବ୍ଲକ୍ କରାଯାଇ ପାରିଛି ।
ଫେବୃଆରିରେ ସାଇବର ହେଲ୍ପ ଡେସ୍କକୁ ୨୮୮ଟି ଅଭିଯୋଗ ଆସିଥିଲା ।