Odia News Portal

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

ଲର୍ଡସ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହାରି ଭିତରେ ଆଜି ନିଜର ଦଳ ଘୋଷଣା କରିଛି ଇଂଲଣ୍ଡ । ୧୫ ଜଣିଆଁ ଦଳ ଘୋଷଣା କରାଯାଇଛି । ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ନଜର ପକାନ୍ତୁ କାହାକୁ ମିଳିଛି ସ୍ଥାନ ।


ଇଂଲଣ୍ଡ ଦଳ: ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲି, ଜନି ବେୟାଷ୍ଟ୍ର, ସମା ବିଲିଙ୍ଗସ, ଜସ ବଟଲର, ସାମ କୋରାନ, କ୍ରିସ ଜୋରଦାର, ଲିୟାନ ଲିଭିଙ୍ଗଷ୍ଟନ୍, ଡେଭିଡ ମଲାନ, ମିଲ୍ସ, ଆଡିଲ ରସିଦ୍, ଜସନ ରଏ, ଡେଭିଡ ୱିଲି, କ୍ରିସ ୱକ୍ସ ଏବଂ ମାର୍କ ଉଡ୍ ।