Odia News Portal

ତୋଷାଳି ଭବନରେ ନିଆଁ

ଭୁବନେଶ୍ୱର: ତୋଷାଳି ଭବନରେ ନିଆଁ । ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟରେ ନିଆଁ । ନିଆଁକୁ ଆୟତ କରିବାକୁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଜାରି । ଏସି ସର୍ଟସର୍କିଟିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।