Odia News Portal

ଗିରଫ ହୋଇଛନ୍ତି ଗ୍ୟାଙ୍ଗଷ୍ଟାର ପାପା ପଣ୍ଡା

ଜଣେ ମହିଳାଙ୍କୁ ପ୍ରମାଣ ନଷ୍ଟ ନେଇ ବନ୍ଧୁକ ମୁନରେ ଧମକ ଦେବା ଅଭିଯୋଗ ରେ ଗିରଫ କଲା ସହଦେଵଖୁଣ୍ଟା ପୋଲିସ । ପାପା ନାମରେ ୩୦ ରୁ ଅଧିକ ହତ୍ୟା , ଧମକ , ବେଆଇନ ଅସ୍ତ୍ରଶସ୍ତ୍ର ରଖିବା , ଲୁଟ ଭଳି ସାଙ୍ଘାତିକ ଅଭିଯୋଗ ରହିଛି । କିଛିମାସ ପୂର୍ବେ ବେଲ ରେ ଆସି ପୁରୁଣା ଗ୍ୟାଙ୍ଗ ଚଳାଉଥିଲା ପାପା ପଣ୍ଡା। ଏହି ସମସ୍ତ ତଥ୍ୟ ପାଇ ଗିରଫ କରିଛି ପୋଲିସ ।