Odia News Portal

ଆଇପିଏଲ ମହାନିଲାମୀର ଦ୍ୱିତୀୟ ଦିନ

ଗୁଜୁରାଟ ପାଇଁ ଖେଳିବେ ଦୁଇ ଭାରତୀୟ ଅଲରାଉଣ୍ଡର ଜୟନ୍ତ ଯାଦବ ଓ ବିଜୟ ଶଙ୍କର । ଜୟନ୍ତ ଯାଦବଙ୍କୁ ୧ କୋଟି ୭୦ ଲକ୍ଷ ଓ ବିଜୟ ଶଙ୍କରଙ୍କୁ ୧ କୋଟି ୪୦ ଲକ୍ଷରେ କିଣିଲା ଗୁଜୁରାଟ ଟାଇଟନ୍ସ
ୱେଷ୍ଟଇଣ୍ଡିଜର ଡାମିନିକି ଡ୍ରେକ୍ସଙ୍କୁ ୧ କୋଟି ୧୦ ଲକ୍ଷରେ କିଣିଲା ଗୁଜରାଟ ଟାଇଟନ୍ସ ।
ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ୧୧ କୋଟି ୫୦ ଲକ୍ଷରେ କିଣିଲା ପଞ୍ଜାବ ।
ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡ ଇଡେନ ମାରକ୍ରମଙ୍କୁ ୨ କୋଟି ୬୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ ।
ଆଜିଙ୍କ୍ୟ ରାହାଣେଙ୍କୁ ୨କୋଟି ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ ।
ଇଣ୍ଡିଜ ଅଲରାଉଣ୍ଡର ଓଡେନ ସ୍ମିଥଙ୍କୁ ୬ କୋଟିରେ କିଣିଲା ପଞ୍ଜାବ କିଙ୍ଗସ