Odia News Portal
Browsing Tag

Ipl

ଅକ୍ଟୋବର ୧୫ରେ ହେବ ଆଇପିଏଲର ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ସ୍ଥଗିତ ରହିଥିବା ଚଳିତ ସିଜିନ ଆଇପିଏଲର ବଳକା ମ୍ୟାଚ ସେପ୍ଟେମ୍ବର ୧୯ରୁ ଖେଳାଯିବ । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ୩୧ଟି ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନରେ କିଏ ଚାମ୍ପିୟନ…

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହେବ ଟ୍ବେଣ୍ଟି୨୦ ବିଶ୍ବକପ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ…

ୟୁଏଇରେ ଆଇପିଏଲ୍‌ର ବାକି ମ୍ୟାଚ୍‌, ଖୁବଶୀଘ ତାରିଖ ଘୋଷଣା

ମୁମ୍ବାଇ : ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…

ବିଜୟଠୁ ୧ ରନ ପଛରେ ରହିଗଲା ଡିସି

ଅହମ୍ମଦାବାଦ: ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧…

ଆଇପିଏଲ ୨୦୨୧: ଟସ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ପଞ୍ଜାବ ଦଳ । ଚେନ୍ନାଇ ନିଜ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଥିବା…

ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହାଇଦ୍ରାବାଦ-ବାଙ୍ଗାଲୋର

ଚେନ୍ନାଇ: ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଟିମ । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଛି ବାଙ୍ଗାଲୋର ଦଳ । ଉଭୟ ଦଳ ଏହି…

ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ IPL

ନୂଆଦିଲ୍ଲୀ()  ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟସରେ ଆଇପିଏଲ କ୍ରିକେଟ ଖେଳାଯିବ । ସେହିପରି ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟକୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଦୁବାଇ, ଆବୁଧାବି ଓ ଶାରଜାହରେ ଆଇପିଏଲ ମ୍ୟାଚ ଖେଳାଯିବା…