Odia News Portal

ନଭେମ୍ବରରେ ଆକାଉଣ୍ଟକୁ ଆସିବ କାଳିଆ ଦ୍ୱିତୀୟ କିସ୍ତି

ଭୁବନେଶ୍ୱର() ଆସନ୍ତା ନଭେମ୍ବରରେ ଆସିବ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇଛନ୍ତି । କୃଷି ସଚିବ କହିଛନ୍ତି ‘ଯାଂଚ ପ୍ରକି୍ରୟା ସରିଛି,ଆସନ୍ତା ମାସରେ ଯୋଗ୍ୟ ହୀତାଧିକାରୀଙ୍କୁ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ।