Odia News Portal

ସୁନା ଝିଅକୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୮ା୪: ସୁନା ଝିଅ ଝିଲ୍ଲିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିନିୟର ଏସିଅ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିଣି ଓଡ଼ିଶାକୁ ଗର୍ବିତ କରିଛନ୍ତି । ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ସିନିୟର ଏସିଅ ।ନ ୱେଟଲିପ୍ଟିଂ ଚାୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅ।ଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଅ ।ଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି । ସେପଟେ ଝିଲ୍ଲି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଝିଲ୍ଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ଭବିଷ୍ୟତ ପାଇଁ କାମନା କରିଛନ୍ତି ଏବଂ ରାଜ୍ୟ ଆଜି ଝଲ୍ଲିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।
ସିନିୟର ଏସିଅ ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରି ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ·ଲିଥିବା ଏସିଅ ।ନ ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ ।

ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅ ।ଜିର ପ୍ରତିଯୋଗିତକାରେ ସେ ସ୍ୱର୍ଣ୍ଣପଦକ ପାଇଥିବା ବେଳେ ଫିଲିପାଇନ୍ସରେ ମ୍ୟାରି ଫ୍ଲୋର ଡିଅ ।ଜ ସିଲଭର ପଦକ ପାଇଛନ୍ତି । ଏହା ବ୍ୟତୀତ ସେ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି । ସ୍ୱର୍ଣ୍ଣ ବିଜୟିନୀ ଝିଲି ଦଳବେହେରା ବର୍ତ୍ତମାନ ଭାରତୀୟ ରେଳପଥରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଝିଲି ଜୁନିୟର ୱାର୍ଲଡ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ ପଦକ ପାଇଛନ୍ତି । ଅ ।ଜିର ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଭାରତରୁ ୨ଜଣ ଓଡ଼ିଅ । ଝିଅ ପ୍ରତିନିଧିତ୍ୱ କରିଥିଲେ । ଝିଲିଙ୍କ ସହ ସ୍ନେହ ସୋରେନ ମଧ୍ୟ ଅଂଶଗ୍ରହଣ କରିଥିଲେ ।