Odia News Portal

୫ରେ ଆନେ୍ଦାଳନକୁ ଓହ୍ଲାଇବେ ହାବିଲଦାର,ସିପାହୀ ମହାସଂଘ

ଆସନ୍ତା ୫ତାରିଖରୁ ଓଡିଶା ପୋଲିସ ହାବିଲଦାର ଓ ସିପାହୀ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ସଂଘ ୪ତାରିଖରୁ କଳା ବ୍ୟାଚ ପରିଧାନ କରିବ । ଏହି ଦାବି ମଧ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତିର ଉଚ୍ଛେଦ, ୧୩ମାସିଆ ଦରମାକୁ ୨୦ ହଜାର ପରିବର୍ତ୍ତେ ୪୦ହଜାରକୁ ବୃଦ୍ଧି କରିବା, ଆଲାଉନସ ବୃଦ୍ଧି ଓ ସମସ୍ତ ପୋଲିସ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ପ୍ରଦାନ ଆଦି ରହିଛି।ନ ସଂଘ ପକ୍ଷରୁ ସେମାନଙ୍କ ଦାବି ସମ୍ପର୍କରେ ବିଭାଗୀୟ କର୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିବା ପରେ କୌଣସି ପଦକ୍ଷେପ ନିଆନଯିବାରୁ ସଂଘ ଆନେ୍ଦାଳନାମ୍ôକ ପନ୍ଥା ହାତକୁ ନେଇଛି ।