Odia News Portal

ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ

ରାୱଲପିଣ୍ଡି()  ପାକିସ୍ତାନର ରାଓ୍ବଲପିଣ୍ଡିରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଜ୍ଝ ଏହି ଦୁର୍ଘଟଣାରେ କ୍ରୁ ଟିମ୍ଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ଜ୍ଝ ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ବମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ରାୱଲପିଣ୍ଡିର କାଲୁଗାଁ ନିକଟରେ ଜନବସତି ନିକଟରେ ଏହି ବିମାନଟି ଖସିପଡିଥିଲା ଜ୍ଝ ବିମାନଟି ପଡିବା ପରେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଲାଗିଯାଇଥିଲା ଜ୍ଝଦୁର୍ଘଟଣାର ଏକ ଭିଡିଓ ଓ୍ବେବସାଇଟ୍ ରେ ଜାରି କରାଯାଇଛି ।