Odia News Portal

ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ଦେହାନ୍ତ

ଭୁବନେଶ୍ୱର() ଆରପାରିରେ ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ମୃୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା । ସେ କ୍ୟାନସର ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ ।